କିଟ୍ ବିଶ୍ୱବିଦ୍ୟାଳୟରେ ଇଫତାର୍ ପାର୍ଟି, ସମୁହ ନମାଜ ପାଠ କଲେ ମୁସଲିମ୍ କର୍ମଚାରୀ ଓ ଛାତ୍ରଛାତ୍ରୀ
ଭୁବନେଶ୍ବର(କେନ୍ୟୁଜ୍) : କିଟ୍ କ୍ୟାମ୍ପସରେ ଇଫତାର୍ ପାର୍ଟି । କିଟ୍ ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ମୁସଲିମ୍ ସମ୍ପ୍ରଦାୟର କର୍ମଚାରୀ ଓ ଛାତ୍ରଛାତ୍ରୀ ମିଳିମିଶି ନମାଜ ପାଠ କରିଥିଲେ ।
ବିଭିନ୍ନ ଦେଶର ମୁସଲିମ୍ ଛାତ୍ରଛାତ୍ରୀ ଓ କର୍ମଚାରୀ ଏକାଠି ହୋଇଥିଲେ। ଏହି ଅବସରରେ…