ଆଜି IGNOU ଫର୍ମ ପୂରଣର ଶେଷ ତାରିଖ, କରି ନଥିଲେ ତୁରନ୍ତ ଭରି ଦିଅନ୍ତୁ
ଭାରତର ସର୍ବବୃହତ ମୁକ୍ତ ବିଶ୍ୱ ବିଦ୍ୟାଳୟ ବା ଇଗ୍ନୋରେ ପୂର୍ବରୁ ପଢି ଆସୁଥିବା କିମ୍ବା ପଢିବା ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଚଳିତ ସେସନ ପାଇଁ ଦାଖିଲା ନେବା ପାଇଁ ଅଥବା ରି ଆଡ଼ମିସନ ନେବା ପାଇଁ ଆଜି ହେଉଛି ଶେଷ ତାରିଖ । ଯେଉଁମାନେ ଏଯାବତ ଫର୍ମ…