କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ଥାନା ଆଇଆଇସି, ଖଣି ମାଫିଆଙ୍କ ସହ ସଂପର୍କ ନେଇ ହୋଇଥିଲା ନୋଟିସ୍
ଖୋର୍ଦ୍ଧା(କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମ ଜେନା। ଖୋର୍ଦ୍ଧାରେ ବେଆଇନ ପଥର ଖଣି ମାଫିଆଙ୍କ ସହ ସଂପର୍କ ନେଇ ତାଙ୍କୁ ଏସଟିଏଫ ନୋଟିସ ହୋଇଥିଲା। ବ୍ୟକ୍ତିଗତ ଭାବେ ହାଜର ପାଇଁ ହୋଇଥିଲା ନୋଟିସ। ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ…