ଆଇଆଇଆଇଟି ଛାତ୍ରୀଙ୍କ ଉପରେ ଫେସ୍ବୁକ୍ ଢାଳିଲା ସୁନା କଳସ, ମିଳିଲା ୧.୫୫ କୋଟି ଟଙ୍କାର ପ୍ୟାକେଜ୍
ଆଇଆଇଆଇଟି ଦିଲ୍ଲୀ ଛାତ୍ରୀଙ୍କୁ ମିଳିଛି ସଫଳତା। ଫେସବୁକ ଦେଲା ୧ କୋଟି ୫୫ ଲକ୍ଷ ଟଙ୍କାର ଚାକିରି ଅଫର। ଏଠାରେ ପଢ଼ୁଥିବା ବିଟେକ ସାଇନ୍ସ ଆଣ୍ଡ ଇଂଜିନିୟରିଂର ଛାତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକ ଏଭଳି ଏକ ଚାକିରିର ଅଫର ଦେଇଛି। ଅର୍ଥାତ ମାସକୁ ଏହି ଛାତ୍ରୀଙ୍କୁ ପ୍ରାୟ ୧୩…