ଆରବ ସାଗର ବୁଡିଲା ଭାରତୀୟ ଜାହାଜ, ୯ଜଣଙ୍କୁ ରକ୍ଷା କଲା ପାକିସ୍ତାନ
ଆରବ ସାଗରରେ ଏକ ଜାହାଜ ଓଲଟିବା କାରଣରୁ ଭାରତୀୟ କ୍ରୁ ମେମ୍ବରଙ୍କୁ ବୁଡିବାରୁ ରକ୍ଷା କରିଛି ପାକିସ୍ତାନୀ ନୌସେନା। ପାକିସ୍ତାନୀ ନୌସେନା ଜନସଂପର୍କ ମହାନିର୍ଦ୍ଦେଶକ କହିଛନ୍ତି, ଭାରତୀୟ ଜାହାଜ ‘ଜମନା ସାଗର’ରେ ବୁଡି ଯାଇଥିଲା। ଏଥିରେ ୧୦ ଜଣ କ୍ରୁ ମେମ୍ବର ରହିଥିଲେ। ଏମାନଙ୍କ ମଧ୍ୟରୁ ୯…