IISC ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ
ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ବାଙ୍ଗାଲୁରୁ (IISC Bangalore) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ମୁତାବକ ଏହି ନିଯୁକ୍ତି ଏଡମିନିଷ୍ଟ୍ରେଟିଭ୍ ଆସିଷ୍ଟାଣ୍ଟ ପଦବୀରେ କରାଯିବ। ଏହି ପଦବୀରେ ଆବେଦନ ପ୍ରକ୍ରିୟା ଗତ ୧୧ ଅକ୍ଟୋବର ୨୦୨୦ରୁ ଆରମ୍ଭ…