IIT ବମ୍ବେ ଆଣିଲା ନିଯୁକ୍ତି ସୁଯୋଗ! ଜୁନ୍ ୯ ସୁଦ୍ଧା କରନ୍ତୁ ଆବେଦନ; ୨.୧୫ ଲକ୍ଷ ଦରମା
ଭାରତୀୟ ପ୍ରଦ୍ଦ୍ୟୋଗିକୀ ସଂସ୍ଥାନ (IIT) ବମ୍ବେ ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ପଦଗୁଡ଼ିକୁ ପୂରଣ ପାଇଁ ଆବେଦନ ଆହ୍ଵାନ କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ IIT Bombayର ଅଫିସିଆଲ…