Browsing Tag

iit kanpur

IIT କାନପୁରରେ ଚାକିରିର ସୁବର୍ଣ୍ଣ ସୁଯୋଗ, ୯୫ ପଦରେ ବାହାରିଲା ଭର୍ତ୍ତି; ୧୬ ନଭେମ୍ବର ସୁଦ୍ଧା କରନ୍ତୁ ଆବେଦନ

ଆଇଆଇଟି (Indian Institute of Technology) କାନପୁର ଡେପୁଟୀ ରେଜିଷ୍ଟାର୍‌, ଜୁନିୟର ଟେକ୍ନିସିୟାନଙ୍କ ସମେତ କେତେକ ପଦ ପାଇଁ ଆବେଦନ ମାଗିଛି। ଏହି ପରୀକ୍ଷାରେ ଭାଗ ନେବା ପାଇଁ B.Tech, M.Sc, MA, M.Lib ଏବଂ ଦ୍ୱାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଅନଲାଇନ ଆବେଦନ କରି ପାରିବେ। କହି ରଖୁଛୁ,…

IIT କାନପୁର ତିଆରି କଲା ୪ କିଲୋର ହେଲିକାପ୍ଟର, ବରଫାବୃତ୍ତ ଏବଂ ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ବି ଖୋଜି ବାହାର କରିପାରିବ…

IIT କାନପୁର ଏବେ ଏକ ନୂଆ ଜିନିଷ ତିଆରି କରିଛି। ଏହା ଏମିତି ଏକ ହେଲିକାପ୍ଟର ବନାଇଛି, ଯାହା ସାହାଯ୍ୟରେ ସେନାର କୌଣସି ବି କଠିନ ମିଶନକୁ ସହଜରେ ପୂରଣ କରାଯାଇପାରିବ। ଭାରତୀୟ ସେନାକୁ ଧ୍ୟାନରେ ରଖି ଏହି ହେଲିକାପ୍ଟର ନିର୍ମାଣ କରାଯାଇଛି। ଏହାସହିତ ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ ଏହାକୁ…

ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍‌କୁ ନୋଟିଫିକେସନ୍‌

ପେଟ୍ରୋଲ ପମ୍ପରେ ଚାଲିଥିବା ତେଲ ଠକାମି ଉପରେ ରୋକ୍‌ ଲଗାଇବା ଏବେ ହେଲା ସହଜ। ତେଲ ଚୋରି ରୋକିବାକୁ ଏକ ନୂଆ ଉପକରଣ ବାହାରିଛି। ଏହି ଉପକରଣ ମାଧ୍ୟମରେ ଆପଣ ନିଜ ଗାଡ଼ିରେ କେତେ ତେଲ ପକାଇଲେ ସେ ବିଷୟରେ ଜାଣିପାରିବେ। ଗାଡ଼ିରେ କେତେ ପରିମାଣରେ ତେଲ ପଡ଼ିଲା ସେ ନେଇ ଗ୍ରାହକଙ୍କ ମୋବାଇଲ୍‌କୁ…