ପାଣି ଭିତରେ ସବୁଠୁ ଅଧିକ ପଜଲ ସମାଧାନ କରି ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ କଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ
ଦୃଢ଼ ଇଚ୍ଛା ଶକ୍ତି ବଳରେ ବ୍ୟକ୍ତି ଯେକୌଣସି ବଡ଼ରୁ ବଡ଼ କାମକୁ ମଧ୍ୟ ଚୁଟ୍କିରେ କରିଦେଇପାରେ। ଅଦମ୍ୟ ଇଚ୍ଛା ଓ ଦୃଢ଼ ମନୋବଳ ସବୁ ସଫଳତାକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯାହାର ହଜାର ହଜାର ନମୁନା ଆମେ ପୂର୍ବରୁ ଦେଖିଆସିଛେ। ତେବେ ଏବେ ପୁଣିଥରେ ସେଭଳି ଏକ ଅସାଧାରଣ କାମ…