ମଦ ପିଇଲେ ଆଉ ରକ୍ଷା ନାହିଁ, ଧରାପଡ଼ିଲେ ଜରିମାନା ଓ ଜେଲ୍ ସୁନିଶ୍ଚିତ
ମଦ ପିଇଲେ ଆଉ ରକ୍ଷା ନାହିଁ। ଏବେ ଦେବାକୁ ପଡ଼ିବ ଜରିମାନା ଓ ଭୋଗିବାକୁ ପଡ଼ିପାରେ ଜେଲ ଦଣ୍ଡ। ଏଭଳି ନିୟମ ଆଣୁଛନ୍ତି ବିହାରର ନୀତିଶ ସରକାର। ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ମୋଟ୍ ୧୪ଟି ଦାବି ଉପରେ ମୋହର…