Browsing Tag

illegal alcohol

ମଦ ପିଇଲେ ଆଉ ରକ୍ଷା ନାହିଁ, ଧରାପଡ଼ିଲେ ଜରିମାନା ଓ ଜେଲ୍‌ ସୁନିଶ୍ଚିତ

ମଦ ପିଇଲେ ଆଉ ରକ୍ଷା ନାହିଁ। ଏବେ ଦେବାକୁ ପଡ଼ିବ ଜରିମାନା ଓ ଭୋଗିବାକୁ ପଡ଼ିପାରେ ଜେଲ ଦଣ୍ଡ। ଏଭଳି ନିୟମ ଆଣୁଛନ୍ତି ବିହାରର ନୀତିଶ ସରକାର। ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ମୋଟ୍‌ ୧୪ଟି ଦାବି ଉପରେ ମୋହର…

ବାଣପୁର ଦାମିଆ ବରବରା ପଞ୍ଚାୟତରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ, ୮ ହଜାର ଲିଟର ପୋଚ ଜବତ

ଟାଙ୍ଗୀ : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରାର କୋଷରଡ଼ା, ନିପାଣିଆ ଏବଂ ଲୋଧଭୂଇଁ ଗ୍ରାମରେ ଆଜି ସକାଳ ୭ ଘଟିକାରୁ ଅପରାହ୍ନ…