Browsing Tag

illegal arms

୭ଜଣ ଚୋରା ବନ୍ଧୁକ ବ୍ୟବସାୟୀ ଗିରଫ, ୪ ବନ୍ଧୁକ ଜବତ

ପୁରୀ(କେନ୍ୟୁଜ୍‌): ଚୋରା ବନ୍ଧୁକ ବ୍ୟବସାୟୀ ଗିରଫ । ୭ଜଣ ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କଲା ପୁରୀ ପୋଲିସ । ସେମାନଙ୍କଠାରୁ ୪ ବନ୍ଧୁକ ଜବତ ହୋଇଛି । ଜିଲ୍ଲାର ବିଭିନ୍ନ ହତ୍ୟାକାଣ୍ଡ ସହ ଅପରାଧିକ କାର୍ଯ୍ୟକଳାପରେ ଥିଲେ । ବିଭିନ୍ନ ଅଞ୍ଚଳରେ ଚୋରା ବନ୍ଧୁକ ବ୍ୟବସାୟ କରୁଥିବା ଗିରଫ କରିଛି…

କଟକ: ସିଲଭର ସିଟିରେ ବେଫିକର ଚୋରା ବନ୍ଧୁକ ବେପାରୀ, ୫ଟି 9MM ବନ୍ଧୁକ ସହିତ ୫୦ଟି ଅଫୁଟା ଗୁଳି ଜବତ କଲା ପୋଲିସ

କଟକ(କେନ୍ୟୁଜ୍): ଏକ ବଡ଼ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ ଗ୍ୟାଙ୍ଗର ପର୍ଦାଫାସ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ୫ଟି 9MM ବନ୍ଧୁକ ସହିତ ୫୦ଟି ଅଫୁଟାଗୁଳି ଜବତ କରିଛି ପୋଲିସ। ଏକ କାର ଓ ୭ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଏନେଇ ୪ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି।…