Browsing Tag

illegal cracker factory

କଟକ: ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ, ୫ ଲକ୍ଷରୁ ଅଧିକ ଟଙ୍କାର ବିସ୍ଫୋରକ ଜବତ

କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ । କଟକ ଜଗତପୁର ଥାନାର ହାତୀକଣା, ତ୍ରିଲୋଚନପୁର ଓ ଇସଲାମପୁରରେ ଚଢାଉ କରିଛି ପୋଲିସ । ୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି । ସେହିପରି ବାଣ ତିଆରିରେ ବ୍ୟବହୃତ ୯କେଜି ଗନ ପାଉଡର, ୪ କୋଜି ପଟାସ, ବାରୁଦ, ଲୁହାଗୁଣ୍ଡ…