Browsing Tag

illegal diamond quarrying

ସୁବର୍ଣ୍ଣପୁର: ଗୋପପାଲିରେ ହୀରାଲାଲ ମାହନନ୍ଦଙ୍କ ଜମିରୁ ବାହାରୁଛି ହୀରା, ଜମିକୁ ସିଲ୍‌ କଲା ବୀରମହାରାଜପୁର ପୋଲିସ

ସୁବର୍ଣ୍ଣପୁର(କେନ୍ୟୁଜ୍) : ହୀରା ସନ୍ଧାନରେ ଚାଲିଛି ବେଆଇନ ଖନନ । ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ୍‌ ଗୋପପାଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହୀରାଲାଲ ମାହନନ୍ଦଙ୍କ ଜମିରୁ ବାହାରୁଛି ହୀରା । ତେବେ ହୀରାଲାଲ ତାଙ୍କ ଜମିରେ ଇଟାଭାଟି କରୁଥିବା ବେଳେ ଏକ ମୂଲ୍ୟବାନ ରତ୍ନପଥର…