ପୁରୀ: ଶ୍ରୀମନ୍ଦିର ପରେ ସମୁଦ୍ର କୂଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ
ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ବେଆଇନ ନିର୍ମାଣ ଭଙ୍ଗାଯିବା ପରେ ସମୁଦ୍ର କୂଳରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଆଜି ବଳିଆପଣ୍ଡାସ୍ଥିତ ଯାତ୍ରିକା ପରିସରରେ ୫ଟି ଜେସିବି ମେସିନ୍ ଲଗାଯାଇ ଜବରଦଖଲ ଉଚ୍ଛେଦ କରାଯାଇଛି। ଯାତ୍ରିକା ଜମିକୁ ନେଇ ପୂର୍ବରୁ…