ବେଆଇନ ଇଂଜିନ ଅଏଲ ଟ୍ୟାଙ୍କର ଜବତ,ପୋଡା ମୋବିଲକୁ ପ୍ରୋସେସିଂ କରି କୋଲକାତା ହେଉଥିଲା ଚାଲାଣ
ବେଆଇନ ଇଂଜିନ ଅଏଲ ପ୍ରୋସେସିଂ ୟୁନିଟ୍ ଠାବ କରିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ । ୟୁନିଟରୁ ଏକ ତେଲ ଟ୍ୟାଙ୍କର, କାର, ବହୁ ପରିମାଣରେ ତେଲ ଡ୍ରମ୍, ଜେନେରେଟର ଏବଂ ଆନୁଷଙ୍ଗିକ ଯନ୍ତ୍ରପାତି ଜବତ କରିବା ସହ କାର ଡ୍ରାଇଭରକୁ ଗିରଫ କରାଯାଇଛି । ବାଲିଚନ୍ଦ୍ରପୁର ଥାନା ପତରାଜପୁର…