Browsing Tag

illegal firearm

ବେଆଇନ ଭାବେ ବନ୍ଧୁକ ଓ ଖୋକା ରଖିବା ପଡିଲା ମହଙ୍ଗା, ବାପାର ଅଭିଯୋଗ ପରେ ପୁଅକୁ ଗିରଫ କଲା ପୋଲିସ୍

ବାସୁଦେବପୁର(କେନ୍ଯୁଜ୍): ବାସୁଦେବପୁର ଥାନା ସାବରପୁର ଗ୍ରାମରେ ଜଣେ ଯୁବକଙ୍କୁ ବେଆଇନ ଭାବେ ବନ୍ଧୁକ ରଖିବା ମହଙ୍ଗା ପଡିଛି । ନିଜକୁ ସାମ୍ବାଦିକର ପରିଚୟ ଦେଇ ବିଭିନ୍ନ ସମୟରେ ଗ୍ରାମବାସୀ ଓ ପରିବାର ଲୋକଙ୍କୁ ବନ୍ଧୁକ ଫୁଟାଇଦେବ କହି ଧମକ ଦେଉଥିଲା ଏହି ଯୁବକ। ନିଜ ପରିବାରର ଅଭିଯୋଗକୁ…