Browsing Tag

illegal firecrackers seized

ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ ଗୋଦାମ ଉପରେ କମିଶନରେଟ୍‌ ପୋଲିସର ରେଡ୍: ୧୦ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ, ୩ ଅଟକ

ଜଗତପୁର: ପୁଣି ବେଆଇନ୍ ବାଣ ଗୋଦାମରେ ରେଡ୍‌। ବେଆଇନ ଭାବେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଅଞ୍ଚଳରେ ଚଢାଉ କରିଛି କମିଶନରେଟ୍‌ ପୋଲିସ। ଚଢାଉ ବେଳେ ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରାଯାଇଛି। ଜବତ ବାଣର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ।…