ସରକାର ଦେଉଛନ୍ତି ୫ କୋଟି ଟଙ୍କା ଜିତିବାର ମଉକା ! ଦେବାକୁ ହେବ ବେଆଇନ ବିଦେଶୀ ଧନ ଓ ବେନାମୀ ସମ୍ପତ୍ତିର ସୂଚନା
ଯଦି ଆପଣଙ୍କ ପାଖରେ କୌଣସି ବ୍ୟକ୍ତି ଅଥବା କମ୍ପାନୀର ବିଦେଶରେ ଗଚ୍ଛିତ ବେଆଇନ ଧନ, ବେନାମୀ ସମ୍ପତ୍ତି କିମ୍ବା କର ଫାଙ୍କିବା ବିଷୟରେ ତଥ୍ୟ ଅଛି, ତା’ହେଲେ ଏହାର ସୂଚନା ଆପଣ ସରକାରଙ୍କ ପାଖରେ ପହଞ୍ଚାଇ ପାରିବେ। ଆୟକର ବିଭାଗ ଏଥିପାଇଁ ଏକ ନୂଆ ଅନଲାଇନ୍ ସୁବିଧା ଆରମ୍ଭ କରିଛି। କେନ୍ଦ୍ରୀୟ…