Browsing Tag

illegal ganja

କୋରାପୁଟ: ଗଞ୍ଜେଇ ବେପାରୀଙ୍କ ଘରୁ ୭୫ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଗଞ୍ଜେଇ ଚୋରା ବ୍ୟବସାୟୀ ବଳରାମ ପାଙ୍ଗିଙ୍କ ଘରୁ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପାଢୁଆ ପୋଲିସ । ଏହା ସହ ଏକ ଅଟୋକୁ ମଧ୍ୟ ଜବତ କରିଛି । ପୋଲିସ ଚଡାଉ କରୁଥିବା ନେଇ ସୁଚନା ପାଇ ଅଭିଯୁକ୍ତ ଗଞ୍ଜେଇ ବ୍ୟବସାୟୀ ବଳରାମ ପାଙ୍ଗି…