ରାଜ୍ୟରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟକଳାପ ଉପରେ ଲାଗିବ ରୋକ୍, ଦଣ୍ଡ ବ୍ୟବସ୍ଥାକୁ କରାଗଲା ଅଧିକ କଠୋର
ଭୁବନେଶ୍ବର: ବେଆଇନ ଖଣି କାର୍ଯ୍ୟକଳାପ ଉପରେ ଲାଗିବ ରୋକ୍ । ରାଜ୍ୟରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟକଳାପ, ଖଣିଜ ଚୋରି ଓ ଚୋରା ଚାଲାଣ ଉପରେ ରୋକ୍ ଲଗାଯିବ । ଏଥିପାଇଁ ପୂର୍ବରୁ ଥିବା OMPTS ରୁଲ୍ ୨୦୨୧ରେ ଥିବା ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରାଯାଇଛି । ଜେଲ ଦଣ୍ଡର ଅବଧିକୁ…