ଦିଗପହଣ୍ଡି : କାର୍ରୁ ଫ୍ଲାଇଂ ସ୍କ୍ଵାର୍ଡ ଜବତ କଲା ୫ ଲକ୍ଷ ୩୬ ହଜାର ଟଙ୍କା
ବ୍ରହ୍ମପୁର (କେ ନ୍ୟୁଜ୍) : ବ୍ରହ୍ମପୁରରୁ ମୋହନା ଯାଉଥିବା ଏକ କାର୍ରୁ ୫ ଲକ୍ଷରୁ ଅଧିକ ଟଙ୍କା ଜବତ । ଏହି ଟଙ୍କା ଜବତ କରିଛି ଫ୍ଲାଇଂସ୍କ୍ଵାର୍ଡ । ଏକ ଇନୋଭା କାର୍ ମୋହନା ଯାଉଥିବା ବେଳେ ଦିଗପହଣ୍ଡି ପୁଞ୍ଜିକୟା ଛକରେ ଫ୍ଲାଇଂ ସ୍କ୍ଵାର୍ଡ ଏହାକୁ ଅଟକାଇ ସେଥିରୁୁ ୫ ଲକ୍ଷ ୩୬ ହଜାର…