Browsing Tag

illegal nursing-home

ବାଲେଶ୍ୱର ସହରରେ ବିନା ପଞ୍ଜୀକରଣରେ ଚାଲିଛି ୪୦ ବେଆଇନ ନର୍ସିଂହୋମ୍‌

ବାଲେଶ୍ୱର ସହରରେ ହୁ ହୁ ହୋଇ ବଢି ଚାଲିଛି ନର୍ସିଂ ହୋମ ସଂଖ୍ୟା । ଏତେ ସଂଖ୍ୟକ ନର୍ସିଂହୋମ ଗୁଡିକର ବୈଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନର୍ସିଂହୋମଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ଅଛି ତ? ଅଧିକାଂଶଙ୍କର ପଞ୍ଜିକରଣ ସାର୍ଟିଫିକେଟ ଅଛି ତ ? ଏମିତି ନାନା ପ୍ରଶ୍ନ ଭିତରେ…