Browsing Tag

illegal quarrying

ପଥର କ୍ୱାରୀରେ ବେଆଇନ ବିସ୍ଫୋରଣ ଘଟଣା, ୬ ଜଣଙ୍କୁ ଗିରଫ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର(କେନ୍ୟୁଜ୍): ପଥର କ୍ୱାରୀରେ ବେଆଇନ ବିସ୍ଫୋରଣ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ । ତାରାସିଂ ଥାନା ସମ୍ବରବନ୍ଧ ଗାଁ ନିକଟ ପଥରକ୍ୱାରୀରେ ବେଆଇନ୍‌ ପଥର ଫଟା ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ଏହି ଘଟଣାରେ ପଥରକ୍ୱାରୀ ମାଲିକ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି…