Browsing Tag

illegal sand truck seized

ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ କରୁଥିବାବେଳେ ୨୫ଟି ଟ୍ରକ ଜବତ

କେନ୍ୟୁଜ୍ : ବେଆଇନ ବାଲି ଚାଲାଣ କରୁଥିବା ୨୫ଟି ଟ୍ରକ ଜବତ। ବୈତରଣୀ ନଦୀରୁ ବାଲି ଉଠାଇ ଯାଜପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ଖବର ପାଇବା ପରେ ଅତିରିକ୍ତ ତହସିଲଦାର ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଟ୍ରକ ଗୁଡିକୁ ଅଟକାଇ ଥିଲେ। ଟ୍ରକଗୁଡିକୁ ଜବତ କରାଯାଇ ତହସିଲ…