Browsing Tag

illegal selling of mahaprasad

ଅନଲାଇନ୍‌ ରେ ବେଆଇନ ଭାବେ ବିକ୍ରି ହେଉଛି ମହାପ୍ରସାଦ, ଥାନାରେ ଏତଲା ଦାଏର୍‌ କଲେ ସେବାୟତ

ପୁରୀ(କେନ୍ୟୁଜ୍‌): ପୁଣି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଆଭିଯୋଗ। ଆମାଜନ୍, ପିଣ୍ଟରେଷ୍ଟ ପରେ ସାମ୍ନାକୁ ଆସିଲା ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରି କରୁଥିବା ଆଉ ଏକ ସଂସ୍ଥା। ସେଲ୍ ଭାଇ ନାମକ ଏକ ସଂସ୍ଥା ଅନଲାଇନ୍‌ରେ ନିର୍ମାଲ୍ୟ, ଖଜା, ବଲ୍ଲଭ ଓ ଜଗନ୍ନାଥଙ୍କ ଫଟୋର ଏକ ପ୍ୟାକେଟ୍…