Browsing Tag

illegal shrimps

ଖୋର୍ଦ୍ଧା: ଚିଲିକାରେ ପୁଣି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ, ଆଜି ୫୫ ଏକର ଘେରି ଉଚ୍ଛେଦ

କେନ୍ୟୁଜ୍(ବ୍ୟୁରୋ):  ମରାଳ ମ‍ାଳିନୀ ନିଳାମ୍ଵୁ ଚିଲିକାରେ  ଶହ ଶହ  ମତ୍ସ୍ୟଜୀବୀ  ମାଛ  ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ ହେବା ସହ ଚିଲିକା ତାର  ସୌନ୍ଦର୍ଯ୍ୟ ହରାଉଛି ।…