Browsing Tag

illegal timber seized

ତୁରେକେଲା ଷ୍ଟେସନ ମାଷ୍ଟରଙ୍କ ଘରେ ଚାଲିଥିଲା ବେଆଇନ୍‌ କାଠ କାମ, ବନ ବିଭାଗ ଆସି ବାନ୍ଧିଲା ସାର୍‌ଙ୍କୁ

କଂଟାବାଞ୍ଜି (କେନ୍ୟୁଜ୍‌) : ଗଛ କାଟିବା ଏବଂ ବେଆଇନ୍‌ ଭାବେ କାଠ ରଖିବା ବର୍ତ୍ତମାନ ସମୟରେ ଏକ ବଡ଼ ଅପରାଧ । ଆଉ ଅପରାଧ କରି ଏବେ ଜେଲ୍‌ ଯାଇଛନ୍ତି ଜଣେ ଷ୍ଟେସନ୍‌ ମାଷ୍ଟର । ବଲାଙ୍ଗିର ତୁରେକେଲା ରେଲବାଇ କ୍ୱାର୍ଟର୍ସର ପଛ ପଟେ ଏହି ମୂଲ୍ୟବାନ କାଠ ଜବତ ହୋଇଥିଲା । ଗତ ୧୩ ତାରିଖ…

ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ପୋଲିସ୍ ଓ ବନବିଭାଗର ମିଳିତ ରେଡ୍, ଅନେକ ମୂଲ୍ୟବାନ କାଠ ଜବତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ଚଢଉ । ଗୁମ୍ପୁ ରାମା ରାଓଙ୍କ ଘରେ ପୋଲିସ ଓ ବନବିଭାଗ ମିଳିତ ଚଢଉ କରିଛି । ଚଢଉ ବେଳେ ରକ୍ତ ଚନ୍ଦନ ଓ ଚନ୍ଦନ କାଠ ସମେତ ଅନେକ ମୂଲ୍ୟବାନ କାଠ ଜବତ ହୋଇଛି। ଗୁମ୍ପୁ ରାମା ରାଓ ବେଆଇନ ଭାବେ ଏହି…

ପୋଲିସ କରୁଛି ପୋଲିସର ତଦନ୍ତ: ଚୋରା କାଠ କାରବାରରେ ଗିରଫ ୪ ଓଏସ୍‌ଏପି ଯବାନଙ୍କୁ ଚାଲିଛି ପଚରାଉଚରା

ଗଜପତି(କେନ୍ଯୁଜ୍): ପୋଲିସ କରୁଛନ୍ତି ପୋଲିସର ତଦନ୍ତ । ଚୋରା କାଠ କାରବାରରେ ସାମିଲ ପୋଲିସ । ଗିରଫ ହୋଇଛନ୍ତି ୪ ଓଏସ୍‌ଏପି ଜବାନ। ଜବତ ହୋଇଛି ପୋଲିସ ଗାଡ଼ି ଓ ୬୫ ହଜାର ଟଙ୍କାର କାଠ। ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏଡିଜି ଆର୍‌ପି କୋଚେ ଏହାର ତଦନ୍ତ କରୁଛନ୍ତି। ୬ ଜଣ…

କାଠ ବୋଝେଇ ଗାଡି ଜବତ, ଚାଳକ ଫେରାର୍

ଯାଜପୁର ରୋଡ (କେନ୍ୟୁଜ) : ଚୋରା କାଠ ଗାଡି ଜବତ। ଚୋରା ଚାଲାଣ ହେଉଥିବା ଏହି କାଠ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯାଜପୁର ରୋଡ ରେଞ୍ଜର ଦେବେନ୍ଦ୍ର କୁମାର ପଟନାୟକଙ୍କ ଅକ୍ଷ୍ୟକ୍ଷତାରେ ଏକ ଟିମ୍ ଚଢ଼ାଉ କରି ବ୍ୟାସନଗର ପୌରାଞ୍ଚଳର ଚୋରଦା ବାଇପାସ୍ ଛକରୁ ଟାଟା ଏସି ଗାଡି ସହ ଚୋରା…