Browsing Tag

illegal wine

୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ଚୋରା ମଦ ଚାଲାଣ ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ

ଖୋର୍ଦ୍ଧା (କେନ୍ୟୁଜ) : ଲକଡାଉନରେ ବି ଚାଲିଛି ଚୋରା ମଦ କାରବାର। ମଦ ନିଶା ଆଗରେ କାରୋନା ଭୟକୁ ଭୁଲିଯାଉଛନ୍ତି ଲୋକେ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ ଚୋରା ମଦ କାରବାରରେ ୪ ଜଣଙ୍କୁ ଗିରଫ କରିଛି। ଦୁଇଟି ପିକ ଅପ ଭ୍ୟାନରେ ଏହି ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ପୋଲିସ…