Browsing Tag

IMD

ତାମିଲନାଡ଼ୁ ପରେ ଏବେ କେରଳରେ ବିପର୍ଯ୍ୟୟ ବର୍ଷା, ପାଣିପାଗ ବିଭାଗ ଜାରି କଲା ଅରେଞ୍ଜ ଆଲର୍ଟ; ଆଜି ଖୋଲିବ ତେରୁଥନୀ…

ତାମିଲନାଡ଼ୁରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିବା ପରେ ଏବେ କେରଳ ପାଇଁ ସତର୍କ ଘଣ୍ଟି ବାଜିଛି। ଭାରତର ପାଣିପାଗ ବିଜ୍ଞାନ ବିଭାଗ (IMD) କେରଳରେ ଅରେଞ୍ଜ ଆଲର୍ଟ ଜାରି କରିଛି, ଯେଉଁଥିରେ ଆଜି ରାଜ୍ୟର ୬ ଜିଲାରେ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରାଯାଇଛି। ଏଥି ସହିତ…

ଆସୁଛି ଆଉ ଦୁଇଟି ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା; ବାତ୍ୟାର ନାହିଁ ସମ୍ଭାବନା: IMD

(କେନ୍ୟୁଜ ) :ଆଗକୁ ଆସୁଛି ଆଉ ଦୁଇଟି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପ ପୁଣି ରାଜ୍ୟରେ ବର୍ଷା କରାଇପାରେ । ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ । ୨୮-୩୦ ତାରିଖ ବେଳକୁ ଆଉ…

ଏହି ସବୁ ରାଜ୍ୟରେ ହେବ ଭାରି ବର୍ଷା, କିଛି ସ୍ଥାନରେ ଆଲର୍ଟ ଜାରୀ କଲା IMD

ଦେଶର କିଛି ସ୍ଥାନରେ ମଙ୍ଗଳବାର ଦିନ ଅର୍ଥାତ ଗତ କାଲି ଭାରି ବର୍ଷା ହୋଇଥିଲା। ଓଡ଼ିଶା ସମେତ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ ବର୍ଷା ପାଇଁ ଭାରି ସମସ୍ୟା ଦେଖାଯାଇଥିଲା। ତେବେ ଲୋକମାନଙ୍କୁ ଅସହ୍ୟ ତାତିରୁ ରକ୍ଷା ମିଳିଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା…

ଓଡ଼ିଶାରେ ଜୁଲ।ଇ ଓ ଅଗଷ୍ଟରେ କମ ବର୍ଷା: ଆଇଏମଡି ଡିଜି

(କେ ନ୍ୟୁଜ): ଓଡିଶାରେ ଜୁଲାଇ ଓ ଅଗଷ୍ଟରେ ହୋଇଛି କମ୍ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା କମ୍ ଏହାର ମୁଖ୍ୟ କାରଣ। ଆଗାମୀ ୫ ଦିନରେ ବେଶି ବର୍ଷାର ଆକଳନ ନାହିଁ। ଏହାକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଡିଜିଙ୍କ କହିବା ଅନୁଯାୟୀ, ପ୍ରତି ବର୍ଷ ୧୩ ଓ ୧୪ଟି ଲଘୁଚାପ ସୃଷ୍ଟି…

ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନୂଆ ସୂଚନା ଜାରୀ କରାଯାଇଛି । ଓଡ଼ିଶା, ଝାଡ଼ଖଣ୍ଡ, ବିହାର ସମେତ ଅନ୍ୟ କିଛି ସ୍ଥାନରେ ଜୋରରେ ବର୍ଷା ହେବାର ସମ୍ଭବନା ରହିଛି । ଆଜି ଅର୍ଥାତ ୬ ଅଗଷ୍ଟ ଶୁକ୍ରବାରରୁ ଏହି ବର୍ଷା ଆରମ୍ଭ ହେବ । ବର୍ଷାର ମାତ୍ରା ଅଧିକ ରହିବ । ଏହା ଆସନ୍ତା ସୋମବାର ବା ୯ ଅଗଷ୍ଟ…

ଅଗଷ୍ଟ-ସେପ୍ଟେମ୍ବରରେ ଏହି ସବୁ ରାଜ୍ୟରେ ହେବ ସାମାନ୍ୟରୁ ଅଧିକ ବର୍ଷା, IMD ପକ୍ଷରୁ ସୂଚନା

ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀକୁ ନେଇ ଜରୁରୀ ସୂଚନା ଦିଆଯାଇଛି । ଚଳିତ ମାସ ଓ ଆସନ୍ତା ମାସ ସାମାନ୍ୟଠୁ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ପଶ୍ଚିମ…

ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ, ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର: ଦେଶର ଚାଷୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ଶତ ପ୍ରତିଶତ ସ୍ୱାଭାବିକ ବର୍ଷା ହୋଇପାରେ । ଏହି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଆଇଏମ୍‌ଡି…