କେବଳ ବର୍ଷା ନୁହେଁ, ଆସନ୍ତାବର୍ଷଠୁ ମ୍ୟାଲେରିଆର ସମ୍ଭାବ୍ୟ ପ୍ରକୋପର ବି ପୂର୍ବାନୁମାନ କରିବ ଭାରତୀୟ ପାଣିପାଗ ବିଭାଗ
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍ଡି) ଆସନ୍ତା ମୌସୁମୀଠାରୁ ମ୍ୟାଲେରିଆ ପ୍ରକୋପର ପୂର୍ବାନୁମାନ ଜାରି କରିବା ଆରମ୍ଭ କରିବ। ଏନେଇ ପୃଥ୍ଵୀ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରାଜୀବନ୍ ଶନିବାର ସୂଚନା ଦେଇଛନ୍ତି। ଭାରତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ପାଣିପାଗ ଏବଂ ଜଳବାୟୁ…