Browsing Tag

IMF

ପାକିସ୍ତାନ ସରକାରଙ୍କୁ ଶକ୍ତ ଝଟକା: ଋଣ ଯୋଗାଇବାକୁ ଆଇଏମଏଫର ପ୍ରତ୍ୟାଖାନ

ନୂଆଦିଲ୍ଲୀ : ପାକିସ୍ତାନ ସରକାରଙ୍କୁ ଶକ୍ତ ଝଟକା। ପାକିସ୍ତାନକୁ ଋଣ ଯୋଗାଇବାକୁ ଆଇଏମଏଫର ପ୍ରତ୍ୟାଖାନ। ଆତଙ୍କବାଦୀ ସଂଗଠନ ତାଲିବାନକୁ ସମର୍ଥନ ଜଣାଇବାର ଫଳ ଭୋଗିବାକୁ ପଡିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ। ୬ଶହ କୋଟି ଆମେରିକୀୟ ଡଲାର ଋଣ ଆକାରରେ ଯୋଗାଇ ଦେବାକୁ ଇମ୍ରାନ…

ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ, ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର : କ୍ରିଷ୍ଟଲିନା ଜାର୍ଜିଏବା

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ । ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର । ଏହା କହିଛନ୍ତି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟଲିନା ଜାର୍ଜିଏବା । ସେ କହିଛନ୍ତି ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଭିତରେ ଥିବା ସ୍ପଷ୍ଟ ହୋଇଛି । କରୋନା ଭାଇରସ୍‌ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପଛକୁ ଠେଲି…

IMF ର ମୁଖ୍ୟ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ !

ଆଇଏମଏଫର ମୁଖ୍ୟ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଏନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ରଘୁରାମ ରାଜନ ଅନ୍ତର୍ଜାତୀୟ ଅର୍ଥ ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ଦୌଡ଼ରେ ଆଗରେ ରହିଛନ୍ତି। ବ୍ରିଟେନର ବୈଦେଶିକ ମନ୍ତ୍ରାଳୟରେ ଏହି ପଦ…