Browsing Tag

imfa strike

ଚୌଦ୍ୱାର ଇମ୍ଫା କ୍ରୋମାଇଟ୍ ଖଣିରେ ଶ୍ରମିକ ଅଶାନ୍ତି : ଶତାଧିକ ଶ୍ରମିକଙ୍କ ଧାରଣା

କଟକ (କେନ୍ୟୁଜ୍) : ଚୌଦ୍ୱାର ଇମ୍ଫା କ୍ରୋମାଇଟ୍ ଖଣିରେ ଶ୍ରମିକ ଅଶାନ୍ତି । ଅଧିକ ଦରମା ବୃଦ୍ଧି ଦାବିରେ ମୁଖ୍ୟ ଫାଟକ ଆଗରେ ଶତାଧିକ ଶ୍ରମିକ ଧାରଣା ଦେଇଛନ୍ତି । ଅଭିଯୋଗ ହୋଇଛି, ଇମ୍ଫା ଖଣି କର୍ତ୍ତୃପକ୍ଷ ଶ୍ରମିକଙ୍କୁ ସୁବିଧା ସୁଯୋଗ ଦେଉନାହାନ୍ତି । କଳିଙ୍ଗ ନଗର ଇମ୍ଫା ମାଇନସ୍…

ଦ୍ବିତୀୟ ଦିନରେ ଇମ୍ଫାର ଶ୍ରମିକ ଆନ୍ଦୋଳନ

ଯାଜପୁର : ଦ୍ୱିତୀୟ ଦିନରେ ଯାଜପୁର ଜିଲ୍ଲା ସୁକିନ୍ଦା ଇମ୍ଫା କ୍ରୋମାଇଟ୍ ଖଣିରେ ଶ୍ରମିକ ଆନ୍ଦେନାଳନ । ୯ ଦଫା ଦାବିରେ ଖଣି କାର୍ୟ୍ୟାଳୟ ଆଗରେ ଆନ୍ଦୋଳନ ଚାଲିଛି । ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ୱରେ ଶତାଧିକ ଶ୍ରମିକ ଧାରଣା ଦେଇଛନ୍ତି । ଅଭିଯୋଗ ହୋଇଛି, ଅନ୍ୟ…