ଜାଣନ୍ତୁ କେମିତି ଘରେ ବନାଇବେ ବଜାର ଭଳି ଟେଷ୍ଟୀ ତେନ୍ତୁଳି ଚଟଣୀ
ବର୍ଷା ଋତୁରେ ଘରେ ଅନେକ ସ୍ନାକ୍ସ ପ୍ରକାର ସ୍ନାକ୍ସ ପ୍ରସ୍ତୁତ କରାଯାଏ। ଯାହାର ସ୍ୱାଦ ବର୍ଷା ଋତୁର ଥଣ୍ଡା ପାଗକୁ ଏକଦମ୍ ମଜାଦାର କରିଦେବ। ଆଜି ଆମେ ଆପଣଙ୍କ ପାଇଁ ‘ତେନ୍ତୁଳି ଚଟଣୀ’ ନେଇ ଆସିଛୁ। ଏହି ଚଟଣୀ ଖାଦ୍ୟର ସ୍ୱାଦକୁ ଆହୁରି ଟେଷ୍ଟୀ କରାଇଦିଏ। ଆସନ୍ତୁ ଜାଣିବା କେମିତି କରିବେ…