Browsing Tag

immortal crab

ପ୍ରଥମ ଥର ପାଇଁ ମିଳିଲା ୧୦ କୋଟି ବର୍ଷ ପୁରୁଣା କଙ୍କଡ଼ା ଅମର, ଜାଣନ୍ତୁ କ’ଣ ବିଶେଷତ୍ୱ

ବେଳେ ବେଳେ ଏମିତି ଦୁର୍ଲଭ ଜିନିଷ ପୃଥିବୀ ପୃଷ୍ଠରୁ ମିଳେ ତାହା ଆଶ୍ଚର୍ଯ୍ୟ ଚକିତ କରିଥାଏ । ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏମିତି ଏକ କଙ୍କଡ଼ାର ସନ୍ଧାନ ପାଇଛନ୍ତି ଯାହାର ବୟସ ୧୦ କୋଟି ବର୍ଷରୁ ଉଦ୍ଧ୍ୱ ହେବ । ଏହି କଙ୍କଡ଼ା କ୍ରେଟାସିୟସ ସମୟର ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି…