Browsing Tag

impeachment against donald trump

କଣ୍ଟ୍ରୋଭର୍ସି ରିଂରେ ଡୋନାଲ୍ଡ ଟ୍ରମ୍ପ, ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ

କଣ୍ଟ୍ରୋଭର୍ସି ରିଂରେ ଡୋନାଲ୍ଡ ଟ୍ରମ୍ପ। ବିବାଦ ଆମେରିକା ରାଷ୍ଟ୍ରପତିଙ୍କ ପିଛା ଛାଡୁନି । ଏବେ ମୁଣ୍ଡ ଉପରେ ଡେମୋକ୍ଲିସ୍‌ ଖଣ୍ଡା । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଆସିଛି ମହାଭିଯୋଗ ପ୍ରସ୍ତାବ । ଆମେରିକା କଂଗ୍ରେସର ହାଉସ ଜୁଡିସିଆରୀ କମିଟିରେ ପ୍ରସ୍ତାବକୁ ମିଳିଛି…