Browsing Tag

importance of sawan month

ଜୁଲାଇ ୬ରୁ ଆରମ୍ଭ ହେଉଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ, ଜାଣନ୍ତୁ ଏହି ମାସରେ କେମିତି ଲାଭ କରିବେ ପ୍ରଭୁକୃପା

ଶ୍ରାବଣ ମାସ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଅର୍ପଣ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ କାଉଡ଼ିଆମାନେ ମହାଦେବଙ୍କ ନାମ ସୁମରଣ…