ଘରେ ଲଗାନ୍ତୁ ଶମି ଗଛ: ଦୂର ହେବ ଦୁଷ୍ପ୍ରଭାବ, ଅଭାବ ହେବନି ଧନ
ହିନ୍ଦୁ ଧର୍ମଗ୍ରନ୍ଥରେ ଗଛକୁ ନେଇ ଅନେକ ମହତ୍ତ୍ବ ରହିଛି। ଏଥିରେ ପ୍ରକୃତି ପୂଜାର ବିଶେଷ ସ୍ଥାନ ରହିଛି। ଏମିତିରେ ସବୁ ଗଛ ବାତାବରଣକୁ ଶୁଦ୍ଧ କରିବା ସହିତ ପରିବେଶକୁ ସ୍ବଚ୍ଛ କରିଥାଏ। କିନ୍ତୁ ଏମିତି କିଛି ଗଛ ରହିଛି, ଯାହାର ଔଷଧୀୟ ମହତ୍ତ୍ବ ସହିତ ଧାର୍ମିକ ମହତ୍ତ୍ବ ଅଧିକ ରହିଥାଏ।…