ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଖବର, ଦେଖନ୍ତୁ ସଂକ୍ଷେପରେ
ଭଦ୍ରକ : ଭଦ୍ରକରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ। ପ୍ରଥମ ଥର ପାଇଁ ଜିଲ୍ଲାରେ ଡ୍ରୋନ୍ ମାଧମରେ ସର୍ଭେଲାନ୍ସ ଆରମ୍ଭ ହୋଇଛି। ଆଜି ପ୍ରଥମ ଭାବେ ଭଣ୍ଡାରୀପୋଖରୀର ତେସିଙ୍ଗା ପଞ୍ଚାୟତରେ ସର୍ଭେଲାନ୍ସ ଆରମ୍ଭ ହୋଇଛି।
ଦେବଗଡ଼ :…