ବାଇକ୍ ଭଲ ମାଇଲେଜ୍ ଦେଉନଥିଲେ ଆପଣାନ୍ତୁ ଏହି ଟିପ୍ସ, ବଞ୍ଚିଯିବ ତେଲ ପଇସା
ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ। ଦିନକୁ ଦିନ ଏହି ଦର କମିବା ପରିବର୍ତ୍ତେ ଓଲଟା ବଢ଼ିବାରେ ଲାଗିଛି। ଅଧିକାଂଶ ସହରରେ ଏବେ ପେଟ୍ରୋଲ ଦାମ୍ ୧୦୦ ଟପିସାରିଲାଣି। ଏଭଳି ସ୍ଥିତିରେ ଯଦି ଆପଣଙ୍କ ବାଇକର ମାଇଲେଜ୍ ଖରାପ ଅଛି ତେବେ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ବଜେଟ୍ ଉପରେ…