“ଅଲ ଇଣ୍ଡିଆ ରେଡ଼ିଓ”କୁ ପାକିସ୍ତାନ ରେଡ଼ିଓ ଆକାଶବାଣୀ କହି ଟ୍ରୋଲ ହେଲେ ଇମ୍ରାନ ଖାନ
ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପଞ୍ଜାବର ଝାଂଗ ଜିଲ୍ଲାର ଅଧାରା ହଜାରୀ ଠାରେ ବୁଧବାର ଏକ ରାଲିକୁ ସମ୍ବର୍ଦ୍ଧିତ କରିବା ସମୟରେ କହିଛନ୍ତିକି ଆପଣଙ୍କ ନିକଟକୁ ଏଥିପାଇଁ ଆସିଛି କାରଣ ପୂର୍ବ ସଂସଦ ଯାହାଙ୍କୁ ଆପଣ ଚୟନ କରିଥିଲେ ସେ ବିରୋଧୀ ଭାବେ ବାହାରିଛନ୍ତି । ପିଟିଆଇ…