ଇମ୍ରାନ ଖାନଙ୍କ ଆରୋପ, ‘ଚାଇନାରୁ ନୁହେଁ ଇରାନରୁ ପାକିସ୍ତାନକୁ ଆସିଛି ୭୦ ପ୍ରତିଶତ ମାମଲା’
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କହିବା ଅନୁଯାୟୀ "ପାକିସ୍ତାନରେ କରୋନାର ୭୦ ପ୍ରତିଶତ ମାମଲା ଇରାନରୁ ଆସିଛି ଏବଂ ଦୁଇ ସପ୍ତାହ ପରେ ଏଠାରେ କଣ ହେବ ସେ ନେଇ କିଛି କହି ହେବନାହିଁ" ।
ସୂଚନା ଅନୁଯାୟୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିକଟରେ ଏକ ପ୍ରେସ କନଫରେନ୍ସରେ ଏପରି…