ରେହମ ଖାନଙ୍କ ଅଭିଯୋଗ; ଇମରାନ ବିକିଦେଲେ କଶ୍ମୀର, ମୋଦିଙ୍କ ସହିତ କରିଥିଲେ ଡିଲ୍
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ଇମରାନଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ କହିଛନ୍ତି, ଭାରତ କଶ୍ମୀରରୁ ବିଶେଷ ରାଜ୍ୟର ମାନ୍ୟତା ଖୁବଶୀଘ୍ର ହଟାଇବା କଥା ଇମରାନକୁ ପୂର୍ବରୁ ଜଣାଥିଲା। ଏହାଛଡା ଇମରାନ ଭାରତକୁ ଖୁସି କରିବା ପାଇଁ ପ୍ରଧାନମନ୍ତ୍ରୀ…