ଲାଜ ଲାଗୁନି! ଯିଏ ଚୀନ ଦୟାରେ ଚଳୁଛି ସିଏ କହୁଛି ଭାରତକୁ ସାହାଯ୍ୟ ଦେବ
ପାକିସ୍ତାନ ପ୍ରଧାନମନ୍ତ୍ରୀ ବେଳେ ବେଳେ ଏମିତି କିଛି ବୟାନ ଦେଇଥାନ୍ତି ଯାହା ତାଙ୍କ ନିଜ ପାଇଁ ବୁମେରାଂ ପାଲଟିଥାଏ। ପୂର୍ବରୁ ବାରମ୍ବାର ନିଜ ବୟାନ ପାଇଁ ଲୋକହସା ହୋଇଥିବା ଇମ୍ରାନ୍ ଖାନ୍ ଏବେ ପୁଣିଥରେ ଏକ ସେହିଭଳି ବୟାନ ଦେଇଛନ୍ତି। ଗୁରୁବାର ଇମ୍ରାନ୍ କରୋନା ସ୍ଥିତି ଦେଇ ଗତି…