Browsing Tag

IMRANS ORDER TO ARMY

ଇମ୍ରାନ୍‌ ପାକ୍‌ ସେନାକୁ ଦେଲେ ସ୍ୱାଧୀନତା, ଭାରତ ଆକ୍ରମଣ କଲେ ତାର ଜବାବ ଦିଅ

ଇସଲାମାବାଦ : ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ସେନା ବାହିନୀକୁ ପୂର୍ଣ୍ଣ ସ୍ୱଧୀନତା ଦେଇ କହିଛନ୍ତି ଯେ ଯଦି ଭାରତ ପଟୁ ଆକ୍ରମଣ ହେଉଛି ତେବେ ତାର ଦୃଢ଼ ଜବାବ ଦିଅ । ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ…