ଆମେରିକା ପାଇଁ ଅଭିଶାପ ହୋଇପାରେ କରୋନା: ବିଶେଷଜ୍ଞ କହିଲେ, ଯାଇପାରେ ଏକରୁ ଦୁଇ ଲକ୍ଷ ଲୋକଙ୍କ ଜୀବନ
କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନ୍ ହୋଇଥିଲେ ମଧ୍ୟ ଆମେରିକାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ରୋଗରେ ଆମେରିକାରେ ୧୪୨୭୯୩ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୪୯୦ ଲୋକଙ୍କର ମୃତ୍ୟୁ ହୋଇଛି ।
ତେବେ ଆଗାମୀରେ କରୋନା ଆମେରିକା ପାଇଁ ଅଭିଶାପ ହୋଇପାରେ । ସଂକ୍ରମଣରେ ୧…