Browsing Tag

in chhatisgarh

ଗାଁର ନାମ ରାଫେଲ ହୋଇଥିବାରୁ ଦୁଃଖରେ ଦିନ କଟୁଛନ୍ତି ଗ୍ରାମବାସୀ, ଜାଣନ୍ତୁ କଣ ରହିଛି ସମସ୍ୟା

ନୂଆଦିଲ୍ଲୀ : ଭାରତର ରାଜନୀତିରେ ରାଫେଲ ନାଁ କୁ ନେଇ ଯେମିତି ତୁମ୍ବ ତୋଫନ । ଏବେ ଏହାକୁ ନେଇ ଏକ ମଜାଦାର ପ୍ରସଙ୍ଗଟିଏ ସାମ୍ନାକୁ ଆସିଛି । ଛତିଶଗଡରେ ରାଫେଲ ନାମରେ ଏକ ଏମିତି ଗାଁ ଅଛି ଯେଉଁ ଗାଁର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଆଉ ଏମାନଙ୍କର ସମସ୍ୟାଟି ହେଉଛି ତାଙ୍କର ଗାଁ…