Browsing Tag

in home

ଭୁବନେଶ୍ୱର : ଘର ଭିତରେ ରଥ ଯାତ୍ରା, କୁନି ରଥରେ ବସିଛନ୍ତି ବଡ଼ ଠାକୁର

ଘର ଭିତରେ ରଥଯାତ୍ରା । କଥାଟା ଶୁଣିବାକୁ ହୁଏତ ଟିକିଏ ଖଟକା ଲାଗୁଥିବ । ହେଲେ ଏହା ସତ । ଜଣେ ୨୨ ବର୍ଷୀୟ ଯୁବକ ନିଜ ଘରେ ରଥଯାତ୍ରା କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ । ଯୁବକ ଜଣଙ୍କ ହେଲେ ସ୍ୱସ୍ତିକ ବରାଳ । ନିଜ ହାତରେ କାଠରେ ୩ଟି ରଥ ତିଆରି…