ଦେଶରେ କରୋନା ସଂକ୍ରମଣ ଉପରେ ଲାଗୁନି ବ୍ରେକ୍, ୨୪ ଘଣ୍ଟାରେ ୪୪୨ ମୃତ
ନୂଆଦିଲ୍ଲୀ : ଦେଶରେ ପୁଣି ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ। ଗତ ୨୪ଘଣ୍ଟାରେ ୧ଲକ୍ଷ ୯୪ ହଜାର ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୫.୮ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି କରୋନା ମାମଲା ଥିଲା ୧ଲକ୍ଷ ୬୮ହଜାର ୬୩ । ଗୋଟିଏ ଦିନରେ ବଢିଛି ୨୬ହଜାର ୬୫୭ ମାମଲା।…