Browsing Tag

In Indian Railways

ଦୁନିଆର ସର୍ବୋଚ୍ଚ ରେଳ ବ୍ରିଜର ଉଭୟ ପ୍ରାନ୍ତ ସଂଯୁକ୍ତ କରି ଭାରତ ସୃଷ୍ଟି କଲା ରେକର୍ଡ: ଇଞ୍ଜିନିୟରିଂ ଇତିହାସରେ ଏକ…

ଭାରତ ରେଳ ସଂଯୋଗ କ୍ଷେତ୍ରରେ ରହିଛି ଇତିହାସ ରହିଛି। କାଶ୍ମୀରକୁ ସିଧାସଳଖ ଜାତୀୟ ରେଳ ନେଟୱାର୍କ ଏବଂ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜର ଦୁଇ ମୁଣ୍ଡକୁ ସଂଯୋଗ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଗତ ଶନିବାର ଦିନ 'ଗୋଲ୍ଡେନ ଜଏଣ୍ଟ' ସମାରୋହରେ ସଂଯୁକ୍ତ ହୋଇଥିଲା। ଇଞ୍ଜିନିୟରିଂ…

IRCTCର ନୂଆ ନିୟମ ; ଏଣିକି ଚାର୍ଟ ପ୍ରସ୍ତୁତି ପରେ ମଧ୍ୟ ବାତିଲ ହୋଇଥିବା ଟ୍ରେନ୍ ଟିକେଟ୍ ଉପରେ ମିଳିବ ରିଫଣ୍ଡ

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନସମୟରେ ଭାରତରେ ଦୈନିକ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି, ତେଣୁ ରେଳବାଇ ସମ୍ବନ୍ଧୀୟ ଅପଡେଟଗୁଡ଼ିକ ବିଷୟରେ ଅବଗତ ହେବା ଆବଶ୍ୟକ ହୋଇଥାଏ । ଅନେକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଟ୍ରେନ୍ ଚାର୍ଟ ପ୍ରସ୍ତୁତି ପରେ…

ଅଣସଂରକ୍ଷିତ ଟିକେଟକୁ ନେଇ ଆଉ ହେବନାହିଁ ସମସ୍ୟା, ରେଳ ମନ୍ତ୍ରୀ ଲାଗୁ କଲେ ନୂଆ ବ୍ୟବସ୍ଥା

ଟ୍ରେନରେ ଭାରତର ଅନେକ ଲୋକ ଯାତ୍ରା କରିଥାନ୍ତି । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ବିକଳ୍ପ ବୋଲି ମନାଯାଏ । ଏହା ଖୁବ କମ ସମୟରେ ଆମକୁ ସଠିକ ସ୍ଥାନରେ ପହଞ୍ଚାଇଥାଏ। ଦର୍ଶକବନ୍ଧୁ ଭାରତର ଲାଇଫ ଲାଇନ ଟ୍ରେନ ସମ୍ପର୍କରେ ଆପଣ କେତେ ଜାଣିଛନ୍ତି? ଅନେକ ଲୋକ ଟ୍ରେନରେ…

ଭାରତୀୟ ରେଳବାଇରେ ଏଣିକି ‘ଗାର୍ଡ’ଙ୍କୁ ‘ଟ୍ରେନ ମ୍ୟାନେଜର’ କୁହାଯିବ

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ଏଣିକି ‘ଗାର୍ଡ’ଙ୍କୁ ‘ଟ୍ରେନ ମ୍ୟାନେଜର’ କୁହାଯିବ । ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି । ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ ପରିବର୍ତ୍ତନ ହେବନି । କେବଳ ଗାର୍ଡ ବଦଳରେ ଟ୍ରେନ୍‌…