Browsing Tag

in luckcnow

ଲକ୍ଷ୍ନୌରେ ରାଜନାଥଙ୍କୁ କାଉଣ୍ଟର କରିବେ ଶତ୍ରୁଘ୍ନ ସିହ୍ନାଙ୍କ ସ୍ତ୍ରୀ !

ରାଜନାଥଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା । ସେ ସମାଜବାଦୀ ପାର୍ଟି (ସପା)ରୁ ଲକ୍ଷ୍ନୌ ଆସନରେ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ପୁନମଙ୍କୁ ସମର୍ଥନ ଜଣାଇ କଂଗ୍ରେସ ଲକ୍ଷ୍ନୌରେ କୌଣସି ପ୍ରାର୍ଥୀ…